ସିଦ୍ଧ ମଠ ଜଙ୍ଗଲର ସୁରକ୍ଷା ଦାବି କଲେ କାଉନସିଲର

କେନ୍ଦୁଝର ପୁରୁଣା ସହର ନିକଟ ଧାର୍ମିକ ପୀଠ ସିଦ୍ଧମଠ ପାଖରେ ଥିବା ଔଷୋଧୀୟ ଜଙ୍ଗଲ ଉନ୍ନତି କରଣ କରିବା ପାଇଁ ସ୍ଥାନୀୟ ଏକ ନମ୍ୱର୍ କାଉନସିଲର ଶରତ ସାହୁ, ଆଠ ନମ୍ୱର୍ କାଉନସିଲର ଙ୍କ ଉପସ୍ଥିତି ରେ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏକଦା ଏଠାରେ ବହୁ ପ୍ରକାରର ଔଷୋଧିୟ ବୃକ୍ଷ ଲତା ରହିଥିବା ବେଳେ ପରିବେଶ ର ସୁରକ୍ଷା କରୁଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହା ଅବହେଳିତ ହୋଇ ରହିବା ସହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତେବେ ବନ ବିଭାଗ ଏହାର ପୁନରୁଦ୍ଧାର କରିବା ପାଇଁ ଉଚିତ୍ ପଦକ୍ଷେପ ନେବେ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes