ସିଦ୍ଧାର୍ଥ କଲେଜରେ ରାଷ୍ଟ୍ରଗୀତ ବନ୍ଦେ ମାତରଂ ଗାନ ସହ ଅମୃତ ମହୋତ୍ସବ ପାଳନ

ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜି ସିଦ୍ଧାର୍ଥ କଲେଜରେ ରାଷ୍ଟ୍ରଗୀତ ବନ୍ଦେ ମାତରଂ ଗାନ ସହ ଅମୃତ ମହୋତ୍ସବ ପାଳନ ହୋଇଯାଇଛି ।

ଡିଗ୍ରୀ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର ନାୟକ,ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ସମେତ ଏହି କାର୍ଯ୍ୟକ୍ରମରେ ସମସ୍ତ ଷ୍ଟାଫ ଓ ଛାତ୍ରଛାତ୍ରୀ ସାମିଲ ରହି ଏକତ୍ରିତ ଭାବେ ରାଷ୍ଟ୍ରଗୀତ ଗାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes