ସିଦ୍ଧାର୍ଥ କଲେଜରେ ବନମହୋତ୍ସବ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ ଓ ଜୁନିଅର କଲେଜର ମିଳିତ ଆନୁକୁଲ୍ୟରେ ଓ ବିନିକା ଜଙ୍ଗଲ ବିଭାଗ ତତ୍ତ୍ଵାବଧାନରେ ସ୍ଥାନୀୟ ଗରୁଡ କେମ୍ପସ ପରିସରରେ ଆଜି ବନମହୋତ୍ସବ ପାଳିତ ହୋଇଯାଇଛି ।

ଏଥିରେ ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର ନାୟକ,ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଜଙ୍ଗଲ ବିଭାଗ ରେଞ୍ଜର,ଏସିଏଫ ଏବଂ ଛାତ୍ରଛାତ୍ରୀ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes