ସିଏନଜି ଦର ବୃଦ୍ଧି ପ୍ରତିବାଦରେ ଅଟୋ ଚାଳକଙ୍କ ବିକ୍ଷୋଭ

ସିଏନଜି ଦର ବୃଦ୍ଧି ପ୍ରତିବାଦରେ ଆଜି ଶହ ଶହ ଅଟୋ ଚାଳକ ଭୁବନେଶ୍ୱରର ଲୋୟର ପିଏମଜିରେ ଅଟୋ ରଖି ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes