ସୋନପୁର ଜିଲ୍ଲା ଅନ୍ତର୍ଗତ ସିଆଲି ବଢଦେଓ ଯାତ୍ରା ଓ କଂସ ଦରବାର ମହା ସମାରୋହରେ ଅନୁଷ୍ଠିତ ହୋଉଛି l
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ବରଗଡରେ ଗତବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା ଭୂବନେଶ୍ଵର ପଧାନ ସିଆଲିରେ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ ଯାତ୍ରା କମିଟି ସଭାପତି ଭୀମସେନ୍ ସିଂହଦେଓ ,ଉପସଭାପତି କିଶୋର ପଧାନ ,ସଂପାଦକ ନାରାୟଣ ଷଣ୍ତ ,କୋଷାଧ୍ୟକ୍ଷ ଭୂଲା ମଲ୍ଲୀକ ସମେତ ଆଞ୍ଚଳିକ ଧନୁଯାତ୍ରା କମିଟି କାର୍ଯ୍ୟକ୍ରମକୁ ସମ୍ପାଦନ କରୁଛନ୍ତି l