ସିଂହୀ ମୃତ୍ୟୁରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା

ନନ୍ଦନକାନନ ଚିଡ଼ିଆଖାନାରେ ଏକ ସିଂହୀର ମୃତ୍ୟୁ ଘଟଣାରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଥାନାରେ ଏତଲା ଦେଇଛି ଆନିମଲ ୱେଲଫେୟାର ଟ୍ରଷ୍ଟ।

ମୃତ ସିଂହୀର ବ୍ୟବଚ୍ଛେଦ ଓୟୁଏଟି ଦ୍ୱାରା ନକରି ଏମ୍ସ ଦ୍ୱାରା କରିବାକୁ ଦାବି କରିଛି ଟ୍ରଷ୍ଟ। ଏହା ସହ ପୁଲିସ୍ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes