ସାହାରା ଇଣ୍ଡିଆରେ ନିଜର ଜମା ଅର୍ଥ ମାଚୁରିଟି ପରେ ପାଇବା ପାଇଁ ଦୀର୍ଘବର୍ଷ ଧରି ଦୌଡ଼ି ଦୌଡ଼ି ନପାଇବାରୁ ହତାଶ ହୋଇ ବର୍ତ୍ତମାନ ବହୁ ସଂଖ୍ୟକ ନିବେଶକାରୀ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ କମ୍ପାନୀର କାର୍ଯ୍ୟାଳୟରେ ପହଁଛି ନିଜର ଜମା ଅର୍ଥ ଫେରସ୍ତ ଦାବି କରି ନିରାଶ ହେବାରୁ କାର୍ଯ୍ୟାଳୟରେ ତାଲା ପକାଇଦେଇ ଥିବା ସୂଚନା ମିଳିଛିl
ତେଣୁ ସେଠାରେ ବର୍ତ୍ତମାନ ଏକ ପ୍ରକାର ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି l କର୍ମଚାରୀ ଓ ଜନତା ମୁହାଁମୁହିଁ ହୋଇଛନ୍ତି।