ସାଲିଆ ସାହିରୁ ୨୦ ଲକ୍ଷର ବ୍ରାଉନସୁଗର ଜବତ

ଅବକାରୀ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରର ସାଲିଆ ସାହିରେ ଚଢ଼ାଉ ବେଳେ 200 ଗ୍ରାମର ବ୍ରାଉନ ସୁଗର ଜବତ ହୋଇଥିବା ବେଳେ ରାଜୀବ ପଣ୍ଡା ନାମକ ନିଶା ମାଫିଆ ଗିରଫ ହୋଇଛି l

ଜବତ ବ୍ରାଉନସୁଗରର ମୂଲ୍ୟ 20 ଲକ୍ଷ ଟଙ୍କା ବୋଲି କୁହାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes