ସାର ଖାଇ ବୃଦ୍ଧଙ୍କ ଆତ୍ମ ହତ୍ୟା

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ସରାସପଶି ଗ୍ରାମର ଜଣେ ୫୫ ବର୍ଷୀୟ ବୃଦ୍ଧ ସାର ଖାଇ ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି।

ବୃଦ୍ଧ ଜଣକ ହେଉଛନ୍ତି ସରାସପଶି ଗ୍ରାମର ରଘୁନାଥ ମୁଣ୍ଡା। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ରଘୁନାଥ ଘରୋଇ କଳିକୁ ନେଇ ରାଗରେ ଅତ୍ୟଧିକ ସାର ଖାଇ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes