ସାରର ଅହେତୁକ ଦର ବୃଦ୍ଧି ପ୍ରତିବାଦ; ନବନିର୍ମାଣ କୃଷକ ସଙ୍ଗଠନର ଧାରଣା

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାରର ଦର ବୃଦ୍ଧି ଓ ଅଭାବୀ ବିକ୍ରି ପ୍ରତିବାଦରେ ଧାରଣା ଦିଆଯାଇଛି।

ଆଗକୁ ସମସ୍ୟାର ସମସ୍ୟା ସମାଧାନ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଗଠନର ବ୍ଲକ ସଂଯୋଜକ ରାଜବଲ୍ଲଭ ମିଶ୍ର ଚେତାବନୀ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes