ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳିନ ସହାୟତା

ରାଜ୍ୟରେ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଗ୍ରୀଷ୍ମକାଳିନ ସହାୟତା ସ୍ୱରୂପ ପ୍ରତ୍ୟେକଙ୍କୁ ଶହେ ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l

ଏହା ଫଳରେ ରାଜ୍ୟରେ ପ୍ରାୟ 48 ଲକ୍ଷ 51 ହଜାର ହିତାଧିକାରୀ ଉପକୃତ ହେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes