ସାପ କାମୁଡ଼ାରେ ନନ୍ଦନକାନନରେ ସିଂହୀ ମୃତ

ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଗତକାଲି ସାପ କାମୁଡ଼ାରେ ଅସୁସ୍ଥ ହୋଇ ପଡ଼ିଥିବା ଏକ ସିଂହୀର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes