ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି ନିବାସୀ କ୍ଷିରୋଦ୍ର ପଧାନଙ୍କ ପତ୍ନୀ ସୁନାତା ପଧାନ (୩୬) ଏବଂ ସାତ ବର୍ଷର ପୁତ୍ର ପିଉସ ରାତିରେ ଶୋଇଥିବା ବେଳେ ଉଭୟ ମା’, ପୁଅଙ୍କୁ ସାପ କାମୁଡିଥିଲା।
ରାତି ୩ଟାରେ ବରଗଡ ଏବଂ ପରେ ବୁର୍ଲା ନିଆଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।