ସାତଭଉଣୀ ବଜାରରେ ଅଗ୍ନିକାଣ୍ଡ, ସଂପତ୍ତି ନଷ୍ଟ

ଗ୍ୟାସ୍ ପାଇପ୍ ବାହାରି ନିଆଁ ଲାଗିଯିବାରୁ ଆଜି ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ସାତଭଉଣୀ ବଜାରରେ ୬ ଗୋଟି ଦୋକାନ ଜଳି ଯାଇଛି ।

ଏହି ଆକସ୍ମିକ ଅଗ୍ନିକାଣ୍ଡରେ ଆନୁମାନିକ ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes