ସାଇବର ସୁନ୍ଦରୀଙ୍କ ଜାଲରେ ଇଞ୍ଜିନିୟର ହରାଇଲେ 25 ଲକ୍ଷ

ବିଏସଏନଏଲର ଜଣେ ଇଞ୍ଜିନିୟର ସାଇବର ସୁନ୍ଦରୀ ଠକଙ୍କ ନ୍ୟୁଡ ଫୋନ କଲ ହାବୁଡ଼ରେ ପଡି ଟଙ୍କା ହରାଇଥିବା ଜଣାପଡିଛି l
ଯୁବତୀ ଜଣଙ୍କ କଲ କରି ନଗ୍ନ ଫଟୋ ଭିଡିଓ ପଠାଇବା ପରେ ବ୍ଲାକମେଲ କରି ବିଭିନ୍ନ ସମୟରେ 25 ଲକ୍ଷ ନେଇଥିବା ଇଞ୍ଜିନିୟର ଆଜି ସାଇବର ଥାନାରେ ଅଭିଯୋଗ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes