ସାଇକେଲ ଦିବସରେ ସାଇକେଲ ଯାତ୍ରା

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ଡେକାଥୋଲନ ସହଯୋଗରେ ଆଜି ଭୁବନେଶ୍ୱର ସହରରେ ବିଶ୍ୱ ବାଇ ସାଇକେଲ ଦିବସ ପାଳିତ ହୋଇଯାଇଛି l

ଏହି ଅବସରରେ କିଟ ଛକରୁ ଏକାମ୍ର ପ୍ଲାଜା ପର୍ଯ୍ୟନ୍ତ ୧୦ କିମି ଧରି ଏକ ସାଇକେଲ ଯାତ୍ରା ହୋଇଥିଲା l ଏହାକୁ ଦିଲ୍ଲୀପ ତୀର୍କୀ ଉଦଘାଟନ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version