ସାଂସଦ ଓ ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନମଣ୍ଡଳୀ ଅଧିନ କଣିହାଁ ବ୍ଲକର ଜରଡ଼ା ଗ୍ରାମ ପଞ୍ଚାୟତରେ ନୂତନ ମିଶନ ଶକ୍ତି ଗୃହ, ଜରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ, ଗାଇଲାଣ୍ଡ ଉ;ପ୍ରା ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଏବଂ ଜରଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଛକ ଠାରୁ ବୈଷ୍ଣବ ରଗୁଡ଼ି ଆଶ୍ରମ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଶୁଭ ଉଦଘାଟନ କରିବା ସହ କଲେଜ ଛାତ୍ରଛାତ୍ରୀଙ୍କୁ ଥଣ୍ଡା ପାନୀୟଜଳ ବିତରଣ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes