ସହରୀ ଶିକ୍ଷାର ବିକାଶ(ଅନ୍ୱେଷା)ନିମନ୍ତେ ଟେଣ୍ତର ବିଜ୍ଞପ୍ତି

ରାୟଗଡା ଜିଲ୍ଲା ଜାତିଓଜନଜାତି ଉନ୍ନୟନ ବିଭାଗ ତରଫରୁ ସହରୀ ଶିକ୍ଷାର ଉନ୍ନତିକରଣ ନିମନ୍ତେ ‘ଅନ୍ୱେଷା’ ମାଧ୍ଯମରେ ଶିକ୍ଷାଦାନ ନିମନ୍ତେ ପାର୍ଟନର ତଥା ଏଜେନ୍ସିମାନଙ୍କ ପାଇଁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ମଇ ମାସ ୧୩ ଭିତରେ ବିଡ ଦାଖଲ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes