ସସ୍ମିତ ପାତ୍ର ପୁଣି ଯିବେ ରାଜ୍ୟସଭା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡ଼ିର ଚାରିଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ନିକଟରେ କାର୍ଯ୍ୟକାଳ ଶେଷ ହୋଇଥିବା ସସ୍ମିତ ପାତ୍ରଙ୍କ ନାମ ପୁଣି ଘୋଷଣା କରାଯାଇଥିବାରୁ ସେ ରାଜ୍ୟସଭାକୁ ପୁନର୍ବାର ଯିବା ସ୍ପଷ୍ଟ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes