ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନ କରିବାକୁ ପରାମର୍ଶ

ସାଇବର ଠକଙ୍କ କବଳରୁ ବର୍ତ୍ତିବାକୁ ସର୍ବସାଧାରଣ ସ୍ଥାନରେ ମୋବାଇଲ ଫୋନ ଚାର୍ଜ ନ କରିବାକୁ ଆଜି ରାଜ୍ୟ ପୁଲିସ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି l
ବିଶେଷ କରି ସ୍ମାର୍ଟ ଫୋନ ଗୁଡିକୁ ସର୍ବସାଧାରଣ ସ୍ଥାନରେ ଚାର୍ଜ କଲେ ସାଇବର ଠକ ମାନେ ତଥ୍ୟ ନେଇଯିବାର ଆଶଙ୍କା ଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes