ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ : ଭୁବନେଶ୍ବରକୁ ହରାଇ ଛତିଶଗଡ ଚମ୍ପିଆନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଠାରେ ଜେଜେଏସ କ୍ଳବ ଆନୁକୂଲ୍ୟରେ ଚାଲିଥିବା ୨୬ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି । ଏଥିରେ ଭୁବନେଶ୍ବରର ସ୍ପାର୍ଟନକୁ ହରାଇ ଛତିଶଗଡର ଫରେଷ୍ଟ କ୍ଲବ ଚମ୍ପିଆନ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes