ସରକାରଙ୍କ ସହ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଆଲୋଚନା ସଫଳ

ଆଲୋଚନା ସଫଳ ହୋଇଥିବା ନେଇ ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସଭାପତି ସୂଚନା ଦେଇଛନ୍ତି।

୧୫ ଦିନ ଭିତରେ ସରକାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦାବି ପୂରଣ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି କହିଛନ୍ତି। ଉଲ୍ଲେଖଯୋଗ୍ୟ, ବିଭିନ୍ନ ଦାବି ନେଇ ଗତକାଲି ଚୁକ୍ତିଭିତ୍ତିକ କର୍ମଚାରୀମାନେ ବର୍ଷାରେ ଭିଜି ଭିଜି ଧାରଣା ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes