ସମ୍ୱଲପୁରରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ରୀତା ସାହୁ

ସାଧାରଣତନ୍ତ୍ର ଦିବସରେ ସମ୍ୱଲପୁର ଜିଲ୍ଲାରେ ମନ୍ତ୍ରୀ ରୀତା ସାହୁ ପତାକା ଉତ୍ତୋଳନ କରିବେ ।

ପତାକା ଉତ୍ତୋଳନ ନେଇ ଆଜି ତାଲିକା ପ୍ରକାଶ ପାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes