ସମ୍ବଲପୁର ଗସ୍ତରେ ଅସିତ ତ୍ରିପାଠୀ

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ସମ୍ବଲପୁର ଜିଲ୍ଲାର ସହଜବାଲ ଗ୍ରାମକୁ ଯାଇ ଟେରାକୋଟା ଗ୍ରୁପ ଓ ଏସଏଚଜି ସଦସ୍ୟ ମାନଙ୍କ ସହ ଆଲୋଚନା କରିଛନ୍ତି l ଏଥିସହ ସେ ସମଲେଶ୍ୱରୀ ଭିଉ ପଏଣ୍ଟ ବୁଲି ଦେଖିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes