ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ

ପୂର୍ବରୁ ଅନ୍ୟ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ବେଳେ ଏବେ ଧନୁପାଲୀ ଥାନା ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଛି।

ହନୁମାନ ଜୟନ୍ତୀ ହିଂସା ପରଠୁ ସହରରେ କର୍ଫ୍ୟୁ ବଳବତ୍ତର ଥିଲା।ପୂର୍ବଭଳି ସମସ୍ତ ସଭାସମିତି, ଶୋଭାଯାତ୍ରା ଉପରେ କଟକଣା ବଳବତ୍ତର ରହିଛି। ଜିଲ୍ଲା ପ୍ରଶାସନର ଲିଖିତ ଅନୁମତି ବିନା ଶୋଭାଯାତ୍ରା, ସଭାସମିତି ମନା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes