ସମ୍ବଲପୁରରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧି ଦିବସ

ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଶିଶୁ ଶ୍ରମିକ ନିରୋଧି ସଚେତନତା ସୄଷ୍ଠି ପାଇଁ ବିଶେଷ ଜନ ସଚେତନତା ରଥ ଶୁଭାରମ୍ଭ କରାଯାଇଛି ।

ଏହି ରଥକୁ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥଟି ମୁଖ୍ୟତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଶିଳ୍ପାୟନ ଅଞ୍ଚଳ ସମେତ ସବୁ ଗ୍ରାମାଞ୍ଚଳକୁ ଶିଶୁ ଶ୍ରମିକଙ୍କୁ ଯେପରି କୌଣସି କାର୍ଯ୍ୟରେ ନିୟୋଜନ କରାନଯିବ ସେନେଇ ଜନ ଜାଗରଣ ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes