ସମ୍ବଲପୁରରେ ବିଶ୍ୱ ରେଡକ୍ରସ ଦିବସ ପାଳନ

ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଇଥିଲା ।

ଏଥିରେ ରେଡକ୍ରସର ସବୁ ପଦାଧିକାରୀ ଓ ସଭ୍ୟମାନେ ଉପସ୍ଥିତ ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes