ସମ୍ବଲପୁରରେ ଦିନକରେ ୬୮ କରୋନାରେ ଆକ୍ରାନ୍ତ August 3, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l