ସମ୍ବଲପୁରରେ ଆନ୍ଦୋଳନରତ ଓକିଲ ଓ ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର କଚେରି ଛକରେ ଆଜି ଓକିଲମାନେ ଆନ୍ଦୋଳନ କରୁଥିବା ବେଳେ ଟେଣ୍ଟ ଉପାଡ଼ି ଫିଙ୍ଗି ଦେଇଛି ପୁଲିସ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡ୍‌ରେ ରହିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes