ସମ୍ବଲପୁରରେ ଆଜିକାର ତାପମାତ୍ରା 43 ଡିଗ୍ରୀ May 31, 2022 by Odisha ଆଜି ଦିନବେଳା ସମ୍ବଲପୁର ସହରରେ ତାପମାତ୍ରା 43 ଡିଗ୍ରୀ ଥିବା ବେଳେ ହୀରାକୁଦରେ ଥିଲା 41.9 ଡିଗ୍ରୀ l