ସମୁଦ୍ରରେ ବୁଡିଗଲା ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ

ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ପ୍ରାୟ 60 ଜଣ ମତ୍ସ୍ୟଜୀବୀ ମାଛ ମାରି ଛଅଟି ଡଙ୍ଗାରେ ଫେରୁଥିବା ବେଳେ ଡ଼ଙ୍ଗା ବୁଡ଼ିଯିବାରୁ ପହଁରି ପହଁରି କୂଳକୁ ଆସିଥିବା ଜଣାପଡିଛି l

ତେବେ ସେମାନଙ୍କ ଡ଼ଙ୍ଗା, ଜାଲ ଓ ମାଛ ଆଦି ଭାସି ଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes