ସମାଜସେବୀ ମୀରାଙ୍କ ବାୟୋପିକ ‘ମୀରା ମା’

ବହୁତ ଶୀଘ୍ର ସିନେ ଦର୍ଶକ ଦେଖିବାକୁ ପାଇବେ ସମାଜସେବୀ କିନ୍ନର ମୀରାଙ୍କ ଜୀବନ ଉପରେ ଆଧାରିତ ବାୟୋପିକ ଫିଲ୍ମ l ଏସ୍ ଆର୍ ଏଣ୍ଟରପ୍ରାଇଜ ଏବଂ ଜି.କେ ଇଣ୍ଟରମେଣ୍ଟ ଦ୍ଵାରା ପ୍ରସ୍ତୁତ ଏହି ଫିଲ୍ମର ଶୀର୍ଷକ ରହିଛି ‘ମୀରା ମା’ l ଏହା ଏକ ହିନ୍ଦୀ ଚଳଚ୍ଚିତ୍ର l

ଯାହାର ପୋଷ୍ଟର ମୁମ୍ବାଇ ରେଡ୍ ବ୍ଲୁ ଷ୍ଟୁଡିଓ ଅନ୍ଧେରୀ ଠାରେ ରିଲିଜ୍ ହୋଇଯାଇଛି l ଫିଲ୍ମଟି ନିର୍ମାଣ ପରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes