ସମାଜସେବୀ ମହାସଂଘର ସହ ସମ୍ପାଦିକା ହେଲେ ନୂତନ

ବଲାଙ୍ଗିର ଜିଲ୍ଲାର ନୂତନ ଦାସ ମହିଳାମାନଙ୍କ ଉନ୍ନତି ତଥା ସେମାଙ୍କର ସ୍ୱାସ୍ଥ୍ୟ ଓ ଅସହାୟ ଲୋକଙ୍କୁ ସଦାସର୍ବଦା ସାହାଯ୍ୟ ପାଇଁ ଓ ରୋଗୀମାନଙ୍କୁ ରକ୍ତ ଯୋଗାଣରେ ଦିନରାତି ତାଙ୍କ ପାଖରେ ପହଞ୍ଚିବା ଦେଖା ଯାଇଥାନ୍ତି।

ବର୍ତ୍ତମାନ ତାଙ୍କୁ ଓଡିଶା ରାଜ୍ୟ ସମାଜସେବୀ ମହାସଂଘର ତରଫରୁ ରାଜ୍ୟ ସହ ସମ୍ପାଦିକା ଓ ବଲାଙ୍ଗୀର ଜିଲ୍ଲାର ସଂଯୋଜକ ଭାବେ ଚୟନ କରାଯାଇଛି I ଏହା ପରେ ସେ କହିଛନ୍ତି, ବଲାଙ୍ଗିର ତଥା ରାଜ୍ୟର ଜିଲ୍ଲା ମାନଙ୍କରେ ସାମାଜିକ କାର୍ଯ୍ୟରେ ଛିଡା ହେବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes