ସମାଜସେବା କରି ଚର୍ଚ୍ଚାରେ ବିଦ୍ୟାଧର

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବିଶିଳା ପଞ୍ଚାୟତର ଗୋପୀନାଥପୁର ଗାଁର ବିଦ୍ୟାଧର ବୃତ୍ତିରେ ଜଣେ ସେଲୁନ ବ୍ୟବସାୟୀ ହେଲେ ମଧ୍ୟ ନିଶା ତାଙ୍କର ସମାଜସେବା ।

ଛୋଟ ସେଲୁନଟିଏ କରି ଯାହା ଆୟ କରିଥାନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଳାଇବା ସହ ସାନଭାଇକୁ ଇଂଜିନିୟରିଂ ପାଠ ପଢ଼ାଉଛନ୍ତି ।ସେ ୨୦୨୧ ମସିହାରୁ ମହାବୀର ସ୍ୱେଚ୍ଛାସେବୀ ସଂଗଠନ କରି ସମାଜ ସେବା ଜାରିରଖିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes