ସବୁ ମନ୍ତ୍ରୀଙ୍କ ଇସ୍ତଫା, ଆସନ୍ତାକାଲି ନୂଆ ଟିମର ଶପଥ

ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଆଜି ଇସ୍ତଫା ଦେଇଥିବା ବେଳେ ଆସନ୍ତାକାଲି ନୂଆ ଟିମ ରାଜଭବନର କନଭେନ୍ସନ ହଲରେ ଶପଥ ନେବେ ଵୋଇ ଜଣାପଡିଛି l

ଏବେ ନୂଆ ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଇବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes