ସବୁ ପରିବାରକୁ ୨୦୦ୟୁନିଟ ବିଜୁଳି ମାଗଣା ପାଇଁ ଦସ୍ତଖତ ଅଭିଯାନ

କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଓଡ଼ିଶାର ସବୁ ପରିବାରକୁ ମାସକୁ ୨୦୦ୟୁନିଟ ମାଗଣା ବିଜୁଳି ଦେବା ପାଇଁ ଦସ୍ତଖତ ଅଭିଯାନ ଚାଲୁ ରଖିଛନ୍ତି ।

ଏହି ଅବସରରେ ଆଜି ତୁଲ୍ଲାଖମନ ଗାଁରେ ଘରଘର ଯାଇ ଦସ୍ତଖତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes