ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ପାଲିତ

ଆଜି ସଂଧ୍ୟାରେ ସମ୍ବଲପୁର ଓଡିଶା ସାଂସ୍କୃତିକ ସମାଜ ଭବନ ଠାରେ ସନ୍ଥକବି ଭିମଭୋଇ ଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ସନ୍ଥ କବି ଭିମଭୋଇ ଙ୍କ ଜିବନି ଉପରେ ଆଳୋଚନା କରାଯାଇଥିଲା ।

ଏଥିରେ ଓଡିଶା ସାଂସ୍କୃତିକ ସମାଜର ସବୁ ପଦାଧିକାରୀ ଉପସ୍ଥିତ ରହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes