ସନ୍ତୋଷଙ୍କ ମୃତ୍ୟୁ,ଆତ୍ମହତ୍ୟା ସନ୍ଦେହ

ରାଉରକେଲା ବାସନ୍ତୀକଲୋନିର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ କୁହା ଯାଉଥିବା ସନ୍ତୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ଜୁନ୍ ୧୯ରେ ରଶ୍ମିରେଖା ଭୁବନେଶ୍ୱର ନୟାପଲ୍ଲୀ ଘରେ ଆତ୍ମହତ୍ୟା କରିଥିଲେ । ଅପମୃତ୍ୟୁ ମାମଲା ରୁଜୁ ସହ ଉଦିତନଗର ଥାନା ପୁଲିସର ତଦନ୍ତ ଆରମ୍ଭ କରିଛି ।ସନ୍ତୋଷଙ୍କୁ ଆଗରୁ ପୁଲିସ ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ଜେରା କରିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes