ସଦର ରେଞ୍ଜରେ ହାତୀ ଉପଦ୍ରବ

ସଦର ରେଞ୍ଜର କସିରା ଓ ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଅଞ୍ଚଳବାସୀ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି।

ହାତୀ ପଲ ବାଡି ବଗିଚାରେ ପଶି ଫସଲ କ୍ଷତି କରିବା ସହ ଘଉଡ଼ାଇଲେ ପାଖ ଜଙ୍ଗଲକୁ ଚାଲିଯାଉଛନ୍ତି। ବନ ବିଭାଗ ହାତୀ ମାନଙ୍କ ଗତି ବିଧି ଉପରେ ନଜର ରଖିଥିବା ବେଳେ ଲୋକଙ୍କ ସହାୟତାରେ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି। ଏଣୁ ଲୋକଙ୍କୁ ସୁରକ୍ଷା ଦେବା ସହ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes