ସତଲମାରେ ଟେଲିଫିଲ୍ମ “ସଂକୀ’ର ଶୁଭମହୁରତ

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରେ ବରପାଲି ବ୍ଲକ ସତଲମା କଳା ବିକାଶ ସମିତି ପକ୍ଷରୁ ଟେଲିଫିଲ୍ମ “ସଂକୀ’ର ଶୁଭ ମହୁରତ ହୋଇଛି ।

ବରପାଲି ଏନଏସି ଅଧ୍ୟକ୍ଷ ଦିନେଶ ଗହୀର ମୁଖ୍ୟ ଅତିଥି, ଡାକ୍ତର ନୀଳମାଧବ ସାହୁ ସମ୍ମାନିତ ଅତିଥି,ହର୍ଷ ବେହେରା ଓ ଚିତ୍ତରଞ୍ଜନ ସାହୁ ସମ୍ମାନିତ ବକ୍ତା ଭାବରେ ଯୋଗଦନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes