ସଡକ ଦୁର୍ଘଟଣା ରେ ୩ ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ଢେଙ୍କିକୋଟ ୨୨୦ ନମ୍ବର ଜାତୀୟ ରାଜପଥର ମଲ୍ଲୀପଶି ବଜାର ନିକଟରେ ସଡକ ଦୁର୍ଘଟଣାରେ ୩ ଯୁବକ ଗୁରୁତର ହୋଇଛନ୍ତି।

ଗୁରତର ହୋଇଥିବା ୩ ଯୁବକ ହେଉଛନ୍ତି ପାଟଣା ବ୍ଲକ ଚିନାମାଳିପଶି ଗ୍ରାମର ଗୌରାଙ୍ଗ ମହାରଣା, ରିତିକ୍ ନାଏକ ଓ ପରେଶ୍ ପାତ୍ର । ଘଟଣା ସ୍ଥଳରେ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ପହଁଚି ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes