ସଡକ ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲେ ଭାଜପା ନେତା

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଆଜି ଏକ ସଡକ ଦୁର୍ଘଟଣାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଧାମନଗର ବରିଷ୍ଠ ବିଜେପି ନେତା ଜଗନ୍ନାଥ ଦାସ ଦୁର୍ଘଟଣାର ସମ୍ମୁଖିନ ହୋଇ ଅଳ୍ପକେ ବର୍ତ୍ତିଛନ୍ତି।

ତାଙ୍କ କାର ପଛପଟୁ ଏକ ହାଇୱା ଧକ୍କା ଦେଇ କାର ଟିକୁ କିଛି ବାଟ ଘୋଷାଡି ନେଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes