ଷ୍ଟେସନରେ ୩୧ ଦାଦନଙ୍କୁ ଅଟକ ରଖିଲା ଆରପିଏଫ୍‌

ବଲାଙ୍ଗିର ଷ୍ଟେସନରେ ୩୧ ଦାଦନଙ୍କୁ ବିଶାଖାପାଟଣା ଚାଲାଣ ବେଳେ ଆରପିଏଫ୍‌ ଅଟକ ରଖିଛି।

ସେମାନଙ୍କ ମଧ୍ୟରେ ୬ ଶିଶୁ ଅଛନ୍ତି। ସମସ୍ତେ ବରଗଡ଼ ଜିଲ୍ଲା ବିଜେପୁରର ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes