ଷଣ୍ଡ ଆକ୍ରମଣରେ ବାଇକ ଆରୋହି ଗୁରୁତର

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଥାନାଛକ ବାଟଗ୍ରାମରେ ଆଜି ଜଳେଶ୍ୱରପୁର ଗ୍ରାମର ବାପି ଜେନା କୌଣସି କାମରେ ଯିବା ସମୟରେ ରାସ୍ତା ମଝିରେ ଏକ ବୁଲା ଷଣ୍ଢ ଅନାଚକ ଆକ୍ରମଣ କରିଥିଲା ଘଟଣା ସ୍ଥଳେ ଯୁବକ ଜଣଙ୍କ ଗୁରୁତର ହଇପଡ଼ିଥିଲେ ।

ସ୍ଥାନୀୟ ଲୋକେ ୧୦୮ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱରପୁର ଗୋଷ୍ଟି ସ୍ଵାସ୍ଥ କେନ୍ଦ୍ରକୁକୁ ସ୍ଥାନାତର କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes