ଷଡ଼ଙ୍ଗୀ ବନବିଭାଗ ଦ୍ୱାରା ଦୁଇ ବସ୍ତା ବାରହା ମାଂସ ଜବତ

ଆଜିଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମନ୍ଦାର ଗ୍ରାମ ନିକଟରେ ଥିବା ଜଙ୍ଗଲ ଭିତରୁ ଦୁଇ ବସ୍ତା ବାରହା ମାଂସ ଜବତ ହୋଇଛି।

ଜବତ ହୋଇଥିବା ବାରହା ମାଂସକୁ ବନବିଭାଗ ଦ୍ୱାରା ଗାତ ଖୋଳି ପୋତାହୋଇଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes