ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନକୁ ମିଳିଲାନି ପଦଯାତ୍ରା ଅନୁମତି

ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରାକୁ ଅନୁମତି ନ ମିଳିବାରୁ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନର ଆବାହକ।

ସେ କହିଛନ୍ତି, କାଲିର ପଦଯାତ୍ରା ନେଇ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଅନୁମତି ମାଗିଲୁ, ଆଇନଶୃଙ୍ଖଳା ଦ୍ୱାହି ଦେଇ ଜିଲ୍ଲାପାଳ ପଦଯାତ୍ରା ଅନୁମତି ଦେଇ ନାହାନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes