ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକକୁ ବିରୋଧ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବାର ଥିବା ବେଳେ ଏହାକୁ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି l

ମଞ୍ଚର ସଦସ୍ୟ ମନେ ନୀଳାଦ୍ରି ନିବାସ ସମ୍ମୁଖରେ ଧାରଣା ଦେବା ସହ ଦେବୋତ୍ତର କମିଶନ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଗାଡି ସମ୍ମୁଖରେ ହୋ ହଲ୍ଲା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes