ଶ୍ରୀମନ୍ଦିର ପରିକ୍ରମା ମାମଲାରେ ରାୟ ସୁପ୍ରିମକୋର୍ଟରେ ସଂରକ୍ଷିତ

ଶ୍ରୀମନ୍ଦିର ପରିକ୍ରମା ନିର୍ମାଣ ବିରୋଧରେ ସୁପ୍ରିମକୋର୍ଟରେ ଆଗତ ପିଟିସନର ଶୁଣାଣି କରି ଆଜି ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟକୁ ଆସନ୍ତାକାଲିକୁ ସଂରକ୍ଷିତ ରଖିଥିବା ବରିଷ୍ଠ ଆଇନଜୀବୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes