ଶ୍ରୀମନ୍ଦିର ପରିକ୍ରମା ମାମଲା ସୁପ୍ରିମକୋର୍ଟରେ ଖାରଜ

ଶ୍ରୀମନ୍ଦିର ପରିକ୍ରମା ନିର୍ମାଣ ବିରୋଧରେ ଆଗତ ଦୁଇଟି ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଥିବା ବରିଷ୍ଠ ଆଇନଜୀବୀ କହିଛନ୍ତି l
ଦୁଇ ଆବେଦନକାରୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ସର୍ବୋଚ୍ଚ କୋର୍ଟ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes