ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ କଲେ ହାଇକୋର୍ଟ

ଦାୟର ସମସ୍ତ ମାମଲାର ଶୁଣାଣି କରି ରଦ୍ଦ କରିଛନ୍ତି ହାଇକୋର୍ଟ।

ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଆଉ କିଛି ପ୍ରାସଙ୍ଗିକତା ନଥିବା କହିଛନ୍ତି ହାଇକୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes